Home >>Odisha Education And Job

CBSE Board Exam 2025: ଆଜିଠୁ ସିବିଏସଇ ଦଶମ-ଦ୍ବାଦଶ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟର ଏକଜାମ୍

CBSE Board Exam 2025: ଆଜିଠୁ ସିବିଏସଇ ପରୀକ୍ଷା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି । 

Advertisement
CBSE Board Exam 2025: ଆଜିଠୁ ସିବିଏସଇ ଦଶମ-ଦ୍ବାଦଶ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟର ଏକଜାମ୍
Narmada Behera|Updated: Feb 15, 2025, 08:11 AM IST
Share
CBSE Board Exam 2025: ଆଜିଠୁ ସିବିଏସଇ ପରୀକ୍ଷା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ ।   ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ  ଯାଏଁ ଚାଲିବାକୁ ଥିବା ବେଳେ ଦ୍ବାଦଶ ପରୀକ୍ଷା ଆସନ୍ତା ଏପ୍ରିଲ୍ ୪ ତାରିଖ ଯାଏଁ ଚାଲିବ।  ଦେଶର ୭୮୪୨ ଏବଂ ବିଦେଶରେ ୨୬ ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
 
 
ପ୍ରଥମ ଦିନ ଦଶମର ଇଂରାଜୀ, ପରୀକ୍ଷା ରହିଛି। ଦଶମ ପରୀକ୍ଷା ସୂଚୀ ଅନୁଯାୟୀ  ଆଜି ଇଂରାଜୀ, ୨୦ରେ ବିଜ୍ଞାନ ,୨୨ରେ ସଂସ୍କୃତ, ୨୫ରେ ସୋସିଆଲ୍ ସାଇନ୍ସ, ୨୮ ରେ ହିନ୍ଦୀ,ମାର୍ଚ୍ଚ ୧୦ ରେ ଗଣିତ,୧୭ ରେ ଓଡିଆ ,୧୮ରେ କମ୍ପ୍ୟୁଟର ସାଇନ୍ସ ରହିଛି। ସେହିପରି ଆଜି ଦ୍ବାଦଶ ଶ୍ରେଣୀର ଏଣ୍ଟରପ୍ରାଇଜେସ୍ ରହିଛି।  
Read More
{}{}