Hindi News >>Home >>Odisha Education And Job

General Knowledge: ଏପରି କେଉଁ ଜିନିଷ ଅଛି ଯାହାକୁ ଜଣେ ଅନ୍ଧ ଲୋକ ମଧ୍ୟ ଦେଖିପାରେ? କେବେଳ ବୁଦ୍ଧିମାନ ହିଁ ଦେଇପାରିବେ ଏହାର ଉତ୍ତର

General Knowledge: ଏହିପରି କିଛି ପ୍ରଶ୍ନ ରହିଛି ଯାହା ଆପଣଙ୍କ ମନକୁ ଦୋହଲାଇବା ପାଇଁ ଯଥେଷ୍ଟ। ଏଠାରେ ଆମେ ଆପଣଙ୍କୁ ଏହିପରି କିଛି ପ୍ରଶ୍ନର ଉତ୍ତର ବିଷୟରେ ଜଣାଉଛୁ।  

Advertisement
General Knowledge
General Knowledge
Jagdish Barik|Updated: Sep 28, 2024, 04:37 PM IST
Share

Interesting Knowledge: ଆଜି ଆମେ ଆପଣଙ୍କ ଆଗରେ ଏପରି କିଛି ମଜାଦାର ପ୍ରଶ୍ନର ଏକ ତାଲିକା ଆଣିଛୁ, ଯାହାର ଉତ୍ତର ଆପଣଙ୍କୁ ଦୋହଲାଇ ଦେବ। ଏହି ପ୍ରଶ୍ନଗୁଡିକ ଯେତିକି ଆକର୍ଷଣୀୟ ତାହା ଠାରୁ ଅଧିକ ଆକର୍ଷଣୀୟ ଏହାର ଉତ୍ତର। ତେବେ ଆସନ୍ତୁ ଏଠାରେ ଜଣାଉଛୁ ଏହିପରି କିଛି ପ୍ରଶ୍ନ-ଉତ୍ତର।

ପ୍ରଶ୍ନ: ତାହା କେଉଁ ଗାଡି ଯାହାର ଆଗ ଭାଗ ଭଗବାନ ବନାଇଛନ୍ତି ଓ ପଛ ଭାଗ ମନୁଷ୍ୟ ଦ୍ୱାରା ନିର୍ମିତ?
ଉତ୍ତର: ବଳଦ ଗାଡି, ଓଟ ଗାଡି, ଘୋଡା ଗାଡି

ପ୍ରଶ୍ନ: ତାହା କ’ଣ, ଯାହାର ହାତ କି ଗୋଡ ନାହିଁ? ତଥାପି ସେ ଚଢ଼େ ଆଉ ଓହ୍ଲାଏ?
ଉତ୍ତର: ମଦ

ପ୍ରଶ୍ନ: ତାହା କ’ଣ ଯାହାକୁ ଆପଣ ଯେତେ ଅଧିକ ସଫା କରନ୍ତି, ତାହା ସେତେ ଅଧିକ କଳା ହୋଇଯାଏ?
ଉତ୍ତର: କଳାପଟା

ପ୍ରଶ୍ନ: ତାହା କ’ଣ ଯାହା ଗରମ ହେଲେ ଜମାଟ ବାନ୍ଧିଯାଏ?
ଉତ୍ତର: ଅଣ୍ଡା 

ପ୍ରଶ୍ନ: ତାହା କ’ଣ ଯାହା ମାସରେ ଥରେ ଆସେ ଓ ୨୪ ଘଣ୍ଟା ପରେ ଚାଲିଯାଏ?
ଉତ୍ତର: ତାରିଖ

ପ୍ରଶ୍ନ: ସେହି ଜିନିଷ କ’ଣ, ଯାହା ପାଣିରେ ପଡ଼ିଲେ ବି ଓଦା ହୁଏ ନାହିଁ?
ଉତ୍ତର: ଛାୟା 

ପ୍ରଶ୍ନ: ସେହି ଜିନିଷ କ’ଣ ଯାହାକୁ ବୁଡ଼ିଯିବାରୁ କେହି ରକ୍ଷା କରିପାରିବେ ନାହିଁ?
ଉତ୍ତର: ସୂର୍ଯ୍ୟ

ପ୍ରଶ୍ନ: ସେହି ଜିନିଷ କ’ଣ ଯାହା ଜଣେ ଅନ୍ଧ ଲୋକ ମଧ୍ୟ ଦେଖିପାରେ?
ଉତ୍ତର: ସ୍ୱପ୍ନ ଓ ଅନ୍ଧକାର

Also Read: GK Questions: କେଉଁ ପ୍ରାଣୀରୁ ଗୋଲାପୀ ରଙ୍ଗର ଝାଳ ବାହାରେ? ଏହି ପ୍ରଶ୍ନ ଉତ୍ତର ସହିତ ବଢ଼ାନ୍ତୁ ଆପଣଙ୍କର ଜ୍ଞାନ

Also Read: General Knowledge: ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ନୋଟରେ କାହାର ଫଟୋ ଛପା ଯାଉଥିଲା?

(Disclaimer: ଆମର ଏହି ଆର୍ଟିକିଲଟି କେବେଳ ଆପଣ ମୁଁହର ହସ ଆଣିବା ପାଇଁ ଲିଖିତ। ଏହାର ପ୍ରଶ୍ନ ଉତ୍ତର ମଧ୍ୟ ହାସ୍ୟରସ ଉପରେ ଆଧାରିତ।)

Read More
{}{}