Home >>Odisha Education And Job

NISER: ନାଇଜରରେ ବାହାରିଲା ଶିକ୍ଷକ ପଦ ପାଇଁ ନିଯୁକ୍ତି, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ଜଟଣୀସ୍ଥିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ ବା ନାଇଜରରେ ବାହାରିଲା ବିପୁଳ ନିଯୁକ୍ତି ସୁଯୋଗ। ବିଭିନ୍ନ ବିଭାଗର ଶିକ୍ଷକ ପଦବୀ ପାଇଁ ବାହାରିଛି ଆବେଦନ। ଯୋଗ୍ୟ ପ୍ରାର୍ଥୀ ମାନେ ନାଇଜରର ୱେବସାଇଟରେ ଆବେଦନ କରିପାରିବେ। ନିଯୁକ୍ତି ସମ୍ପର୍କରେ ନାଇଜରର ୱବେସାଇଟ www.niser.ac.in

Advertisement
NISER: ନାଇଜରରେ ବାହାରିଲା ଶିକ୍ଷକ ପଦ ପାଇଁ ନିଯୁକ୍ତି, ଏପରି କରନ୍ତୁ ଆବେଦନ
Prabhudatta Moharana|Updated: Jul 17, 2024, 08:13 PM IST
Share

NISER: ଭୁବନେଶ୍ୱର: ଜଟଣୀସ୍ଥିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ ବା ନାଇଜରରେ ବାହାରିଲା ବିପୁଳ ନିଯୁକ୍ତି ସୁଯୋଗ। ବିଭିନ୍ନ ବିଭାଗର ଶିକ୍ଷକ ପଦବୀ ପାଇଁ ବାହାରିଛି ଆବେଦନ। ଯୋଗ୍ୟ ପ୍ରାର୍ଥୀ ମାନେ ନାଇଜରର ୱେବସାଇଟରେ ଆବେଦନ କରିପାରିବେ। ନିଯୁକ୍ତି ସମ୍ପର୍କରେ ନାଇଜରର ୱବେସାଇଟ www.niser.ac.in ଭିଜିଟ କରି ସବିଶେଷ ତଥ୍ୟ ନେଇପାରିବେ। 

ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ ସ୍କୁଲ ଅଫ ବାୟଲୋଜିକାଲ ସାଇନ୍ସ, ସ୍କୁଲ ଅଫ କେମିକାଲ ସାଇନ୍ସ, ସ୍କୁଲ ଅଫ କମ୍ପ୍ୟୁଟର ସାଇନ୍ସ, ସ୍କୁଲ ଅଫ ଆର୍ଥ ପ୍ଲାନେଟାରୀ ସାଇନ୍ସ, ସ୍କୁଲ ଅଫ ମାଥମେଟିକାଲ ସାଇନ୍ସ, ସ୍କୁଲ ଅଫ ଫିଜିକାଲ ସାଇନ୍ସ ଓ ସ୍କୁଲ ଅଫ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ବିଭାଗ ପାଇଁ ନିଯୁକ୍ତି ବାହାରିଛି। ଗବେଷଣା କିମ୍ବା ଶିକ୍ଷକତା କରିବାରେ ଇଚ୍ଛା ରଖୁଥିବା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏପରିକି ସ୍ନାତକୋତ୍ତର କିମ୍ବା ଗ୍ରାଜୁଏସନ କରୁଥିଲେ ସେମାନେ ଯୋଗ୍ୟ ପଦ ପାଇଁ ଆବେଦନ କରିପାରିବେ। ତେବେ ଆବେଦନ କରିବା ପୂର୍ବରୁ ନାଇଜରର ୱେବସାଇଟକୁ ଭିଜିଟ କରି ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। 

Read More
{}{}