Saif Ali Khan Attacked: ନୂଆଦିଲ୍ଲୀ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ ହୋଇଛି। ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଚୋର ଆକ୍ରମଣ କରିଛି। ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଘରେ ପଶି ଜଣେ ଅଜଣା ବ୍ୟକ୍ତି ଏହି ଆକ୍ରମଣ କରିଥିଲେ। ସୈଫଙ୍କୁ ଗୁରୁତର ଅବସ୍ଥାରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ଘରେ ପ୍ରବେଶ କରିଥିଲେ। ସେ ଅଭିନେତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସୈଫ ଅଲ୍ଲୀ ଖାନ ଆହତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ଅପଡେଟ କରାଯାଉଛି।