Hindi News >>Home >>Odisha Entertainment

ରିଲିଜ୍ ହେଲା "ତୋ ରାକ୍ଷୀ ପାଉଣା କରିବିନି ଊଣା "

ତୋ ରାକ୍ଷୀ ପାଉଣା କରିବିନି ଊଣା " ଯେଉଁ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । 

Advertisement
ରିଲିଜ୍ ହେଲା "ତୋ ରାକ୍ଷୀ ପାଉଣା କରିବିନି ଊଣା "
Soubhagya Ranjan Mishra|Updated: Aug 18, 2024, 08:47 PM IST
Share

Entertainment News: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶଙ୍କର କ୍ରିଏସନ୍ ଦ୍ବାରା ରିଲିଜ ହେଲା ଏକ ରାକ୍ଷୀ ଭିଡିଓ "ତୋ ରାକ୍ଷୀ ପାଉଣା କରିବିନି ଊଣା " ଯେଉଁ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । ଏହି ଭିଡିଓଟି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ , ସମାଜସେବୀ ବୁଲନ୍ ଭାଇ ସମେତ ନିର୍ଦ୍ଦେଶକ ବାବୁ ବାବୁ ଓ ଗୀତଟିର ପ୍ରଯୋଜକ ଓ ଅଭିନେତା ସୁଶିଲ କୁମାର ସ୍ବାଇଁ, ଶିଶୁ କଳାକାର ଶ୍ରେୟା ଉପସ୍ଥିତ ରହି ଗୀତଟିର ସିଡ଼ି ଉନ୍ମୋଚନ କରିଥିଲେ । 

ନିର୍ଦ୍ଦେଶକ ବାବୁ ବାବୁ ଏବେ ଦର୍ଶକ ମାନଙ୍କୁ ବେଶ୍ ସୁନ୍ଦର ସୁନ୍ଦର ମ୍ୟୁଜିକ୍ ଭିଡିଓ ଦେଉଥିବା ବେଳେ ଏହି ରାକ୍ଷୀ ଗୀତଟି ଖାଲି ରାକ୍ଷୀ ସମୟରେ ନୁହେଁ ବରଂ ସବୁ ସମୟରେ ଭାଇ ଭଉଣୀମାନଙ୍କ ଭିତରେ ଏକ ଭଲପାଇବାର ଉଦାହରଣ ସୃଷ୍ଟି କରିବ ବୋଲି ଆଶା ରହିଛି ।

Also Read- ଆଜି ବଜ୍ରପାତ ନେଲା ୬ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ଘୋଷଣା

Also Read- Shukra Gochar 2024: କନ୍ୟା ରାଶିରେ ଶୁକ୍ର ଚଳନ, ଜାଣନ୍ତୁ କାହାକୁ ମିଳିବ ଆର୍ଥିକ ଲାଭ

Read More
{}{}