Home >>Odisha LifeStyle and Others

Gold Price Today: ବଢିଛି ନା କମିଛି ସୁନା ଦର, କିଣିବା ପୂର୍ବରୁ କରନ୍ତୁ ଚେକ୍

Gold Price Today: ସୋମବାର ଦିଲ୍ଲୀ ସୁନା ଓ ରୁପା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟ ୩୮,୪୬୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୮୫୦ ଟଙ୍କାରେ ପହଞ୍ଚିଛି । ରୁପା ଦର ବିଷୟରେ କହିବାକୁ ଗଲେ ଆଜି ରୁପା ମୂଲ୍ୟରେ ପରିବର୍ତ୍ତନ ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୮୩,୫୦୦ ରହିଛି ।  

Advertisement
Gold Price Today: ବଢିଛି ନା କମିଛି ସୁନା ଦର, କିଣିବା ପୂର୍ବରୁ କରନ୍ତୁ ଚେକ୍
Rasmita Sahoo|Updated: Aug 04, 2024, 11:41 AM IST
Share

Gold Price Today: ଅଗଷ୍ଟ ମାସ ଆରମ୍ଭ ହେବା ସହିତ ସୁନାର ଚମକ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶରେ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଆଜି ଭାରତରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୪,୮୫୦ ଟଙ୍କା ରହିଛି । ପୂର୍ବଦିନ ୬୪,୯୬୦ ଥିଲା। ଅର୍ଥାତ୍ ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୬,୯୬୦ ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୭୦,୮୫୦ ଟଙ୍କା ଥିଲା । ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ଟିକସ ଏବଂ ଉତ୍ପାଦ ଶୁଳ୍କ ଯୋଗୁଁ ପ୍ରତିଦିନ ସୁନା ଓ ରୁପା ମୂଲ୍ୟରେ (Gold And Silver) ଉନ୍ନତି ଘଟୁଛି । ସୋମବାର ଦିଲ୍ଲୀ ସୁନା ଓ ରୁପା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟ ୩୮,୪୬୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୮୫୦ ଟଙ୍କାରେ ପହଞ୍ଚିଛି । ରୁପା ଦର ବିଷୟରେ କହିବାକୁ ଗଲେ ଆଜି ରୁପା ମୂଲ୍ୟରେ ପରିବର୍ତ୍ତନ ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୮୩,୫୦୦ ରହିଛି ।

ହଲମାର୍କ କୁ ଧ୍ୟାନରେ ରଖନ୍ତୁ 
ସୁନା କିଣିବା ବେଳେ ଏହାର ଗୁଣବତ୍ତା ପ୍ରତି ଧ୍ୟାନ ଦିଅନ୍ତୁ। ଗ୍ରାହକମାନେ କେବଳ ହଲମାର୍କ ଚିହ୍ନ ଦେଖି କିଣାକିଣି କରନ୍ତୁ। ହଲମାର୍କ ହେଉଛି ସୁନାର ସରକାରୀ ଗ୍ୟାରେଣ୍ଟି, ଭାରତୀୟ ମାନକ ବ୍ୟୁରୋ (BIS) ହଲମାର୍କ ନିର୍ଦ୍ଧାରଣ କରେ । ହଲମାର୍କିଂ ଯୋଜନାରେ ଭାରତୀୟ ମାନକ ବ୍ୟୁରୋ ଆଇନ ଅଧୀନରେ ଶାସନ, ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି। 

Also Read: Petrol Price Today: ଗ୍ରାହକଙ୍କୁ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ ଦର

Also Read: Sawan 2024: ତୃତୀୟ ସୋମବାରରେ ୫ଟି ଶୁଭଯୋଗ, ଫିଟିବାକୁ ଯାଉଛି ଏହି ୩ରାଶିଙ୍କ ଭାଗ୍ୟ !

Read More
{}{}