Hindi News >>Home >>Odisha LifeStyle and Others

Mercury Transit: ବରଷିବ ବୁଧ ଦେବଙ୍କ କୃପା, ଆଜିଠାରୁ ରାଜା ପରି ବଞ୍ଚିବେ ଏହି ୪ ରାଶି !

Mercury Transit: ବୁଧ ଦେବଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ସହ ମିତ୍ରତା ର କାରକ ଗ୍ରହ ବୋଲି ବିବେଚନା କରାଯାଏ। ବୁଧ ଦେବଙ୍କୁ ରାଜକୁମାର ବୋଲି ବି କୁହାଯାଏ।  ବୁଧଙ୍କ ଶୁଭ ଚଳନ ଫଳରେ ରାଶି ରେ ମଧ୍ୟ ଶୁଭଦିଗ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏହି ଚଳନରେ ସୁଖପ୍ରାପ୍ତ କରିବେ।   

Advertisement
Mercury Transit: ବରଷିବ ବୁଧ ଦେବଙ୍କ କୃପା, ଆଜିଠାରୁ ରାଜା ପରି ବଞ୍ଚିବେ ଏହି ୪ ରାଶି !
Rasmita Sahoo|Updated: May 11, 2024, 08:44 PM IST
Share

Mercury Transit: ୧୦ ମେ ରୁ ବୁଧ ଦେବ ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାଦ୍ୱାରା ଅନେକ ରାଶିରେ ଭାଗ୍ୟୋଦୟ ଦେଖିବାକୁ ମିଳିବ। 
ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏମାନେ ଉନ୍ନତି ପରେ ଉନ୍ନତି ଦେଖିବାକୁ ଯାଉଛନ୍ତି। ଭାଗ୍ୟ ଏହି ରାଶିଙ୍କର ପୂରା ସାଥ୍ ଦେବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧ ଦେବ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ବୁଧ ଦେବଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା ସହ ମିତ୍ରତା ର କାରକ ଗ୍ରହ ବୋଲି ବିବେଚନା କରାଯାଏ। ବୁଧ ଦେବଙ୍କୁ ରାଜକୁମାର ବୋଲି ବି କୁହାଯାଏ।  ବୁଧଙ୍କ ଶୁଭ ଚଳନ ଫଳରେ ରାଶି ରେ ମଧ୍ୟ ଶୁଭଦିଗ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏହି ଚଳନରେ ସୁଖପ୍ରାପ୍ତ କରିବେ। 

ମେଷ ରାଶି-

  • ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଅନେକ ସଫଳତା ମିଳିବ।
  • ଆତ୍ମବିଶ୍ୱାସରେ ବୃଦ୍ଧି ହେବ।
  • କାର୍ଯ୍ୟସ୍ଥଳରେ କରିଥିବା କାର୍ଯ୍ୟର ପ୍ରଂଶସା ହେବ। 
  • ଧନ ଲାଭ ହେବ। 
  • ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେଉଁ ସମସ୍ୟା ଥିବ ତାହା ଶେଷ ହୋଇଯିବ।
  • ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। 
  • ବୈବାହିକ ଜୀବନ ସୁଖମୟ ହେବ। 

ମିଥୁନ ରାଶି-

  • ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ଉପକୃତ ହେବେ ମିଥୁନରାଶିର ବ୍ୟକ୍ତିବିଶେଷ।
  • ଆର୍ଥିକ ପକ୍ଷ ମଜଭୁତ ହେବାକୁ ଯାଉଛି। 
  • କାର୍ଯ୍ୟରେ ସଫଳତା ହାସଲ କରିବେ। 
  • ନିବେଶ କରିବା କାରଣରୁ ଲାଭ ଦେଖିବାକୁ ପାଇବେ। 
  • ଚାକିରୀ ଓ ବ୍ୟବସାୟରେ ଉନ୍ନତି ହେବ।
  • ପାରିବାରିକ ଜୀବନ ସୁଖମୟ ହେବ। 
  • ମାନ ସମ୍ମାନ ସହ ଧନ ବୃଦ୍ଧି ହେବ। 

ସିଂହରାଶି-

  • ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ଲାଭବାନ ହେବେ ସିଂହ ରାଶିର ବ୍ୟକ୍ତିବିଶେଷ।
  • ଆର୍ଥିକ ସମସ୍ୟା ଦୂର ହେବ ଯାହା ଦୀର୍ଘଦିନରୁ ଲାଗିରହିଥିଲା।
  • ଚାକିରୀ ବେପାର ବଣିଜରେ ଉନ୍ନତି ଦେଖାଦେବ। 
  • ଦାମ୍ପତ୍ୟ ଜୀବନ ସୁଖମୟ ହେବ।
  • ଆପଣଙ୍କ ଦ୍ୱାରା କରାଯାଇଥିବା କାମରେ ସଫଳତା ପାଇବେ।
  • ଅଟକି ରହିଥିବା ଅର୍ଥ ଆପଣଙ୍କୁ ମିଳିବ। 

କନ୍ୟା ରାଶି-

  • ବୁଧଙ୍କ ରାଶି ପରିବର୍ତ୍ତନ ହେତୁ ଉନ୍ନତିର ଦ୍ୱାର ଦେଖିବେ କନ୍ୟା ରାଶିର ବ୍ୟକ୍ତିବିଶେଷ
  • ଦାମ୍ପତ୍ୟ ଜୀବନ ସୁଖମୟ ହେବ।
  • ପାରିବାରିକ କଳହ ସମାପ୍ତ ହେବ।
  • ଜମିଜମା ବିବାଦ ଶେଷ ହେବ। 
  • କାର୍ଯ୍ୟରେ ସଫଳତା ହାସଲ କରିବେ। 
  • ପଦ ପ୍ରତିଷ୍ଠା ରେ ବୃଦ୍ଧି ଦେଖାଦେବ। 
  • ଚାକିରୀରେ ପଦୋନ୍ନତି ଯୋଗ ରହିଛି। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: TMKOC Actor Missing: ୨୧ ଦିନ ହେଲାଣି ନିଖୋଜ ଏହି ଅଭିନେତା, ଦିଲ୍ଲୀଠୁ ମୁମ୍ବାଇ ସବୁ ହଲଚଲ୍

Also Read: Guru Gochar 2024: ବୃଷ ରାଶିରେ ଗୁରୁ ଗୋଚର, ଏହି ୫ ରାଶିଙ୍କ ପାଇଁ ଆସୁଛି ଖରାପ ସମୟ !

Read More
{}{}