Hindi News >>Home >>Zee Odisha

Delhi Election Result 2025: ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ, ଆରମ୍ଭ ହେଲା ଭୋଟ ଗଣତି

Delhi Election Result 2025: କିଏ ଗଢିବ ଦିଲ୍ଲୀରେ ସରକାର। ବିଜେପି ନା ଆପ୍ । ଯାହାର ଚିତ୍ର ଆଜି ସ୍ପଷ୍ଟ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆଜି ଆସିବ। ସକାଳ ୮ଟାରୁ ଏନେଇ ଆରମ୍ଭ ହୋଇଛି ଭୋଟିଂ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି।   

Advertisement
Delhi Election Result 2025: ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ, ଆରମ୍ଭ ହେଲା ଭୋଟ ଗଣତି
Narmada Behera|Updated: Feb 08, 2025, 03:12 PM IST
Share
LIVE Blog

Read More
{}{}