Home >>Odisha National-International

Parliament Session: ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେସନ

ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର।

Advertisement
Parliament Session: ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେସନ
Zee Odisha Desk|Updated: Jan 11, 2024, 03:48 PM IST
Share

Parliament Session: ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର କାମଚଳା ବଜେଟ। ଏହି ବଜେଟ ଅଧିବେଶନ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଫେବ୍ରୁଆରୀ ୧ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର।

Read More
{}{}