Home >>Odisha National-International

Volcanic Eruption: ମାଡି ଆସୁଛି ଭୟଙ୍କର ବିପତ୍ତି, ଘୋଟି ଆସିବ ବରଫ ଯୁଗ, ହଜିଯିବ ବର୍ଷା

Volcanic Eruption: ବିଶ୍ବ ଅନେକ ଆଗ୍ନେୟଗିରି ଉଦଗୀକରଣ ଦେଖିସାରିଲାଣି। ଆଗକୁ ଯେ, କେତେ  ଦେଖିବ, ତାହାର ହିସାବ ନାହିଁ। ତେବେ, ଇଣ୍ତୋନେସିଆର ମାଉଣ୍ଟ ତମ୍ବୋରା ଭଳି ଆଉ ଏ-କ ଅତି ଶକ୍ତିଶାଳୀ ଆଗ୍ନୟଗିରି  ଉଦଗୀକରଣ ଦେଖିବାକୁ ଯାଉଛି ବିଶ୍ବ। 

Advertisement
Volcanic Eruption: ମାଡି ଆସୁଛି ଭୟଙ୍କର ବିପତ୍ତି, ଘୋଟି ଆସିବ ବରଫ ଯୁଗ, ହଜିଯିବ ବର୍ଷା
Narmada Behera|Updated: Dec 25, 2024, 01:32 PM IST
Share

Volcanic Eruption: ବିଶ୍ବ ଅନେକ ଆଗ୍ନେୟଗିରି ଉଦଗୀକରଣ ଦେଖିସାରିଲାଣି। ଆଗକୁ ଯେ, କେତେ  ଦେଖିବ, ତାହାର ହିସାବ ନାହିଁ। ତେବେ, ଇଣ୍ତୋନେସିଆର ମାଉଣ୍ଟ ତମ୍ବୋରା ଭଳି ଆଉ ଏ-କ ଅତି ଶକ୍ତିଶାଳୀ ଆଗ୍ନୟଗିରି  ଉଦଗୀକରଣ  ଦେଖିବାକୁ ଯାଉଛି ବିଶ୍ବ।  ଏହି ପରବର୍ତ୍ତୀ ଆଗ୍ନେୟଗିରି  ଉତ୍ୟନ୍ତ ଭୟଙ୍କର ହେବ।  ଏହା ଏଭଳି ବିପର୍ଯ୍ୟୟ ଆଣିବ। ଯାହାର ସାମ୍ନା କରିବା କଷ୍ଟକର ହୋଇପଡିବ।  ବିଶ୍ବ ପାଣିପାଗ ଗଣିତକୁ ଏହା ଏକଳ୍ପନୀୟ ମାତ୍ରାରେ ବିଗାଡିଦେବ। ବର୍ଷା ହଜିଯିବ ଏବଂ ବରଫ ଯୁଗ ଘୋଟି ଆସିବ ବୋଲି ଏକ ସଦ୍ୟ ରିପୋର୍ଟ ରୁ ଜଣାପଡିଛି। ଇତିହାସ କୁହେ, ମାଉଣ୍ଟ ତମ୍ବୋରରେ ଯେବେ ଆଗ୍ନେୟ ଗିରି  ଉଦଗୀରଣ ହୋଇଛି। ବିଶ୍ବ ବଦଳିଛି।  ବାୟୁ ମଣ୍ତଳ ଭୟଙ୍କର ରୂପ ନେଇଛି। 

Read More
{}{}