Home >>Odisha National-International

Train Accident: ଚଳନ୍ତା ଟ୍ରେନ୍ ରୁ ଖସି ୫ ଯାତ୍ରୀ ମୃତ,ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ ସୂଚନା

Train Accident: ଅଶୁଭ ସୋମବାର! ଚଳନ୍ତା ଟ୍ରେନରୁ ଖସି ୫ ମୃତ। ଚଳନ୍ତା ଏକ୍ସପ୍ରେସରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ। ମୁମ୍ୱାଇ ଥାଣେ ରେଲଓ୍ୱେ ଷ୍ଟେସନରେ ଆଘଟଣ। ଲକ୍ଷ୍ନୌ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯାତ୍ରୀ।ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Advertisement
Train Accident: ଚଳନ୍ତା ଟ୍ରେନ୍ ରୁ ଖସି ୫ ଯାତ୍ରୀ ମୃତ,ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ ସୂଚନା
Narmada Behera|Updated: Jun 09, 2025, 11:48 AM IST
Share

Train Accident: ଅଶୁଭ ସୋମବାର! ଚଳନ୍ତା ଟ୍ରେନରୁ ଖସି ୫ ମୃତ। ଚଳନ୍ତା ଏକ୍ସପ୍ରେସରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ। ମୁମ୍ୱାଇ ଥାଣେ ରେଲଓ୍ୱେ ଷ୍ଟେସନରେ ଆଘଟଣ। ଲକ୍ଷ୍ନୌ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯାତ୍ରୀ।ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନାନୁସାରେ, ୧୦ ରୁ ୧୨ ଯାତ୍ରୀ ଟ୍ରେନରୁ ଖସି ପଡିଛନ୍ତି । ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉଦ୍ଧାରକାରୀ ଦଳ, ପୋଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ସୋମବାର ଅଫିସ ସମୟରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନରେ ଚଢାଚଢି ସମୟରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Read More
{}{}