PHOTOS

ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳା ଜମି କିଣିଲେ ମିଳିବ ରିହାତି !

ଏହି ରାଜ୍ୟରେ ଜମି କିଣିବା ସମୟରେ ମହିଳାମାନଙ୍କୁ ଷ୍ଟାମ୍ପ ଡ୍ୟୁଟିରେ କେତେ ପରିମାଣର ରିହାତି ମିଳିବ ଆସନ୍ତୁ ଜାଣିବା ।

Share
Advertisement
1/6

ଆଜି କ୍ୟାବିନେଟ୍ ବୈଠକରେ ଯୋଗୀ ସରକାର ନେଇଥିବା ନିଷ୍ପତ୍ତି ୟୁପିର ମହିଳାଙ୍କ ପାଇଁ ଖୁସି ଖବର ଆଣିଦେଇଛି

2/6

ବର୍ତ୍ତମାନ ଯଦି ଜଣେ ମହିଳା ଉତ୍ତର ପ୍ରଦେଶରେ ନିଜ ନାମରେ ଜମି କିଣନ୍ତି ତେବେ ତାଙ୍କୁ ଷ୍ଟାମ୍ପ ଡ୍ୟୁଟିରେ 1% ରିହାତି ମିଳିବ।

3/6

ବର୍ତ୍ତମାନ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡ୍ ମୂଲ୍ୟ ଉପରେ 1% ରିହାତି ରହିଛି । ଯେଉଁଥିରେ ସର୍ବାଧିକ 10 ହଜାର ଟଙ୍କା ରିହାତି ଉପଲବ୍ଧ। 

4/6

ଏହି 1% ରିହାତି 1 କୋଟି ଟଙ୍କା ପର୍ଯ୍ୟନ୍ତ ଡିଡ୍ ପାଇଁ ବଢାଯିବ ।

5/6

ସରକାରୀ ସୁତ୍ରରୁ କୁହାଯାଇଛି ଯେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ସହ ସମ୍ପତ୍ତି ମାଲିକାନା କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ।

6/6

କେବଳ ସେତିକି ନୁହେଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ପ୍ରୟାସ ସହିତ ସମନ୍ୱୟ ସ୍ଥାପନ କରିବା ମଧ୍ୟ ସରକାରଙ୍କ ଲକ୍ଷ।





Read More