Hindi News >>Home >>Odisha National-International

Terrorists attack: ସେନା ପିକେଟ ଉପରେ ଆତଙ୍କବାଦୀ ଆକ୍ରମଣ: ଜମ୍ମୁ କଶ୍ମୀରର ରଜୌରୀରେ ଗୁଳି ବିନିମୟ ଜାରି

Terrorists attack: ସେନା କ୍ୟାମ୍ପ ( ପିକେଟ୍‍) ଉପରେ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିଲେ। ଜବାବରେ ଗୁଳି ବିନିମୟ ଜାରି ରହିଛି। ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ସୁନୀଲ ବର୍ତ୍ତଓ୍ୱାଲ୍‍ କହିଛନ୍ତି, ଏକ ବଡ଼ ଧରଣର ଆକ୍ରମଣ ଆଜି ସକାଳେ ହୋଇଛି। ଏହାର ଜବାବରେ ସେନା ପାକ୍ଷରୁ ଅପରେସନ୍‍ ଜାରି ରହିଛି।

Advertisement
Terrorists attack: ସେନା ପିକେଟ ଉପରେ ଆତଙ୍କବାଦୀ ଆକ୍ରମଣ: ଜମ୍ମୁ କଶ୍ମୀରର ରଜୌରୀରେ ଗୁଳି ବିନିମୟ ଜାରି
Priyambada Rana|Updated: Jul 22, 2024, 08:37 AM IST
Share

Terrorists attack: ଜମ୍ମୁ କଶ୍ମୀରର ରଜୌରୀଠାରେ ଆଜି ସକାଳେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ସେନା କ୍ୟାମ୍ପ ( ପିକେଟ୍‍) ଉପରେ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିଲେ। ଜବାବରେ ଗୁଳି ବିନିମୟ ଜାରି ରହିଛି। ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ସୁନୀଲ ବର୍ତ୍ତଓ୍ୱାଲ୍‍ କହିଛନ୍ତି, ଏକ ବଡ଼ ଧରଣର ଆକ୍ରମଣ ଆଜି ସକାଳେ ହୋଇଛି। ଏହାର ଜବାବରେ ସେନା ପାକ୍ଷରୁ ଅପରେସନ୍‍ ଜାରି ରହିଛି।
 

ଶନିବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ଅଞ୍ଚଳରେ ସୁରକ୍ଷା ସମୀକ୍ଷା କରିଥିଲେ। ପୁଲିସ, ପାରାମିଲିଟାରୀ ଏବଂ ଗୁଇନ୍ଦା ସଂସ୍ଥାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦିନ ମଧ୍‍ୟ ଡୋଡା ଜିଲ୍ଲାରେ ଏକ ଆକ୍ରମଣ ହେବାରୁ ୨ଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ।

Read More
{}{}