Home >>Odisha Politics

Bjd Candidate: ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ନବମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ ତଥା ବିଜେଡି। 

Advertisement
Bjd Candidate: ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
Prabhudatta Moharana|Updated: May 02, 2024, 02:33 PM IST
Share

ଭୁବନେଶ୍ୱର: ନବମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ ତଥା ବିଜେଡି। ଅନ୍ତିମ ତିନୋଟି ଆସନରେ ପ୍ରାର୍ଥୀ ଘୋଷଣା କରିବା ସହିତ ଦେଓଗଡ଼ ଆସନରେ ପ୍ରାର୍ଥୀ ବଦଳାଇଛି ଦଳ। ଅନ୍ତିମ ତାଲିକାରେ କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଦେଓଗଡ଼ରେ ପ୍ରାର୍ଥୀ ବଦଳାଇଛି ଦଳ। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକଟ ଦେଇଛି ବିଜେଡି। 

Read More
{}{}