Home >>Odisha Politics

ଡିସେମ୍ୱର ୩୦ରେ ଗଞ୍ଜାମ ଯିବେ ବିରୋଧୀଦଳ ନେତା ନବୀନ, କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ

ଏହି ଗସ୍ତ ଅବସରରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ ।

Advertisement
ଡିସେମ୍ୱର ୩୦ରେ ଗଞ୍ଜାମ ଯିବେ ବିରୋଧୀଦଳ ନେତା ନବୀନ, କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ
Soubhagya Ranjan Mishra|Updated: Dec 28, 2024, 05:43 PM IST
Share

ଭୁବନେଶ୍ୱର: ଡିସେମ୍ୱର ୩୦ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ ।

ବର୍ଷା ଜନିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ସହ ଫସଲ କ୍ଷତି ସମ୍ପର୍କରେ ପଚାରି ବୁଝିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।

Also Read- ଡେଭିଲ୍ କୁଇନ୍ ଅର୍ପିତାଙ୍କ ୮ଟି ଫଟୋ ହେଉଛି ଭାଇରାଲ୍, କ୍ଲିକ୍ କରି ଦେଖନ୍ତୁ

Also Read- Top 10 News: ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ବାଡ୍ ଓ ଅନ୍ୟାନ୍ୟ ଅପଡେଟ୍

Read More
{}{}