Hindi News >>Home >>Odisha Politics

ଶାସକ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ

ଏ ନେଇ ଆଜି ସଂଧ୍ୟାରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୭ଦିନିଆ ବିଧାନସଭା ଅଧିବେଶନରେ ଉଭୟ ତତ୍କାଳ ଦାୟିତ୍ୱ ତୁଲାଇବେ ।

Advertisement
ଶାସକ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ
Zee Odisha Desk|Updated: Jul 22, 2024, 10:43 PM IST
Share

ଭୁବନେଶ୍ଵର: ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛିଥିବା ବେଳେ ଉପମୁଖ୍ୟ ସଚେତକ ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ଆଜି ସଂଧ୍ୟାରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୭ଦିନିଆ ବିଧାନସଭା ଅଧିବେଶନରେ ଉଭୟ ତତ୍କାଳ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି। 

Read More
{}{}