9th National Summit: ପୁରୀ: ଆଜି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ଓ ଅନୁକରଣୀୟ ଅଭ୍ୟାସ ସମ୍ମିଳନୀକୁ ସ୍ୱାସ୍ଥ୍ୟା ମନ୍ତ୍ରୀ ଜେପି ନଡ୍ଡା ସମ୍ବୋଧନ କରିଛନ୍ତି। ସ୍ୱାସ୍ଥ୍ୟ ସେବାରେ କିଭଳି ଉନ୍ନତି କରାଯିବ ସେନେଇ ସେ ବସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଦେଖନ୍ତୁ ଲାଇଭ...