Hindi News >>Home >>Odisha State

Odisha News: ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ମହିଳା

Odisha News: ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଅନୁମତି ମିଳୁ’..ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଏଭଳି କହିଲେ ଜଣେ ମହିଳା। ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।

Advertisement
Odisha News: ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ମହିଳା
Abhaya mohanty|Updated: Jul 02, 2024, 10:01 AM IST
Share

Odisha News: ଜୀବନ ଯନ୍ତ୍ରଣା ଆଉ ସହି ହେଉନି। ନା ଚାଲି ପାରୁଛି ନା ହଲି ପାରୁଛି। ଖଟରେ ପଡିପଡି ଖାଲି କଷ୍ଟ ପାଇବା କଥା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଶେଷରେ ନିରୁପାୟ ହୋଇ ଇଚ୍ଛା ମୃତ୍ୟୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିବାଲେଶ୍ବର ବସ୍ତା ବ୍ଲକ ବ୍ଲକ ରଘୁନାଥପୁର ପଞ୍ଚାୟତର ଗିଲାଜୁଡି ଗାଁର କାଞ୍ଚନ ନାୟକ। ବୟସ ୫୫ବର୍ଷ। ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହି ଖଟି ଖାଇବା ସହିତ ଏକ ଭଡାଘରେ ରହୁଥିଲେ। କିଛିଦିନ ତଳେ ସିଡିରୁ ପଡ଼ିଯାଇ ଗୋଡ଼,ଅଣ୍ଟା,ପିଠି ପଞ୍ଜରା ଭାଙ୍ଗି ଯାଇଛି। ଏବେ କେବଳ ଏକୁଟିଆ ବିଛଣାରେ ପଡିଛନ୍ତି।

ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଅନୁମତି ମିଳୁ’..ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିଲେ ମହିଳା, ଜାଣନ୍ତୁ କାରଣ ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।ଜୀବନ ଯନ୍ତ୍ରଣା ଆଉ ସହି ହେଉନି। ନା ଚାଲି ପାରୁଛି ନା ହଲି ପାରୁଛି। ଖଟରେ ପଡିପଡି ଖାଲି କଷ୍ଟ ପାଇବା କଥା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଶେଷରେ ନିରୁପାୟ ହୋଇ ଇଚ୍ଛା ମୃତ୍ୟୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜଣେ ମହିଳା।

ବାଲେଶ୍ବର ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତର ଗିଲା ଜୁଡି ଗାଁର କାଞ୍ଚନ ନାୟକ । ବୟସ ୫୦ରୁ ୫୫ବର୍ଷ। ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ। ଏମିତି କଷ୍ଟରେ ଜୀବନ ବଂଚିବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ମାଗିଛନ୍ତି।

Read More
{}{}