Hindi News >>Home >>Odisha State

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

Assembly: ବିଜେଡି ସଦସ୍ୟଙ୍କ ପ୍ରତିବାଦ ପରେ ଗୃହ ମୁଲତବୀ। ତେବେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ନାରାବାଜି କରିଥିଲେ। ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଓ ନାରାବାଜି। ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।  

Advertisement
Zee Odisha Desk|Updated: Dec 07, 2024, 01:53 PM IST
Share

ଭୁବନେଶ୍ଵର: ଚାଲିପାରୁନି ଗୃହ। ଶୂନ୍ୟକାଳରେ ଏଏସ୍‌ଓ ଚାକିରି ବିବୃତି ନେଇ ବିଜେଡିର ହୋହଲ୍ଲା ଓ ନାରାବାଜି ପ‌ରେ ଗୃହକୁ ୪ଟା ଯାଏଁ ବାଚସ୍ପତି ସୁରମା ପାଢୀ ମୁଲତବୀ ଘୋଷଣା କରିଛନ୍ତି। 

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଲ୍ଲାବୋଲ। ବିଜେଡି ସଦସ୍ୟଙ୍କ ପ୍ରତିବାଦ ପରେ ଗୃହ ମୁଲତବୀ। ତେବେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ନାରାବାଜି କରିଥିଲେ। ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଓ ନାରାବାଜି। ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। 

ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ନାରାବାଜି କରିଥିଲେ। ଏଏସଓ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। 

Read More
{}{}