Hindi News >>Home >>Odisha State

DA News: ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ରାଜ୍ୟ ସରକାରୀ। ୪ ପ୍ରତିଶତ ମହଙ୍ଗା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କେବଳ ମହଙ୍ଗା ଭତ୍ତା ନୁହେଁ, ମହଙ୍ଗା ରିଲିଫରେ ମଧ୍ୟ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ଫଳରେ ସାଢେ ୪ ଲକ୍

Advertisement
DA News: ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
Zee Odisha Desk|Updated: Mar 14, 2024, 12:48 PM IST
Share

DA News: ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଲେ ରାଜ୍ୟ ସରକାରୀ। ୪ ପ୍ରତିଶତ ମହଙ୍ଗା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କେବଳ ମହଙ୍ଗା ଭତ୍ତା ନୁହେଁ, ମହଙ୍ଗା ରିଲିଫରେ ମଧ୍ୟ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ଫଳରେ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନଭୋଗୀ ଉପଭୋକ୍ତାଙ୍କୁ ଲାଭ ମିଳିବ। ତେବେ ଏହି ବର୍ଦ୍ଧିତ ଭତ୍ତା ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

Read More
{}{}