କେନ୍ଦୁଝର: କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି । ଆୟ ଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ନିତ୍ୟାନନ୍ଦ ନାୟକ ନିଜ ଓ ପରିବାର ନାଁରେ ମୋଟ ୧୨୩ ପ୍ଲଟ କରିଥିବା ଠାବ କରାଯାଇଛି । ଏଥିସହ ୯ ହଜାର ବର୍ଗଫୁଟର ବହୁତଳ କୋଠା, ୨ ଫାର୍ମ ହାଉସ ମଧ୍ୟ ମିଳିଛି । ୧୦.୨୫ ଲକ୍ଷର କ୍ୟାସ୍, ୫୦.୩୮ ଲକ୍ଷର ବ୍ୟାଙ୍କ ଜମା ମିଳିଛି । ୨ଟି ଚାରିଚକିଆ ଏବଂ ୨ଟି ୨ଚକିଆ ଯାନ ସହ ୨୦୦ ଗ୍ରାମ ସୁନା ଠାବ କରିଛି ଭିଜିଲାନ୍ସ ଟିମ୍ ।
Also Read- Indian Bank Vacancy 2025: ୧୫ଶହ ନୂଆ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଦରମା କେତେ
Also Read- Hans Malavya Rajyoga: ହଂସ ଏବଂ ମାଳବ୍ୟ ରାଜଯୋଗର ଆଶ୍ଚର୍ଯ୍ୟଜନକ ମିଶ୍ରଣ, ୩ ରାଶିକୁ ଧନ ଲାଭ