Hindi News >>Home >>Odisha State

ରାଜଧାନୀରେ ସ୍ପେଶାଲ ସ୍କ୍ବାଡ୍ ର ଚଢ଼ଉ, ୭ସିମ୍‌ ବକ୍ସ ଠାବ

Police Raid: ଏଥିରେ ବିଭିନ୍ନ ଫ୍ରଡ୍‌ କଲ୍‌ ବା ଠକେଇ କାର୍ଯ୍ୟ କରିବାରେ ଏହି ସିମ୍‌ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

Advertisement
ରାଜଧାନୀରେ ସ୍ପେଶାଲ ସ୍କ୍ବାଡ୍ ର ଚଢ଼ଉ, ୭ସିମ୍‌ ବକ୍ସ ଠାବ
Zee Odisha Desk|Updated: Aug 16, 2024, 03:47 PM IST
Share

ଭୁବନେଶ୍ଵର: ଭୁବନେଶ୍ୱରରେ ବଡ଼ ଧରଣର ସାଇବର ରେଡ୍ ହୋଇଛି। ଘଟଣାସ୍ଥଳରୁ ବଡ଼ ଧରଣର ସାଇବର ଠକେଇ ରାକେଟ ଠାବ କରାଯାଇଛି। ରାକେଟକୁ ଠାବ କରିଛି ସ୍ପେଶାଲ୍ ସ୍କ୍ବାଡ୍ ଓ ଲକ୍ଷ୍ମୀ ସାଗର ଥାନା ପୁଲିସ। 

ତେବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୁଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୁଲିସ। ଏଥିରେ ବିଭିନ୍ନ ଫ୍ରଡ୍‌ କଲ୍‌ ବା ଠକେଇ କାର୍ଯ୍ୟ କରିବାରେ ଏହି ସିମ୍‌ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ୍ ଘଟଣାର ଛାନଭିନ୍ କରୁଥିବା ବେଳେ ଏଥିରେ ଆଉ କିଏ କିଏ ସାମିଲ୍ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି। 

Read More
{}{}