ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ପରେ ବର୍ତ୍ତମାନ ଆକ୍ସନ ମୋଡ଼କୁ ଆସିଛି ଝାରସୁଗୁଡା ପୋଲିସ । ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏମସିଏଲ (MCL) ବରିଷ୍ଠ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ମୁତାବକ, ଏମସିଏଲ ଲଖନପୁର ସ୍ଥିତ ପ୍ରକଳ୍ପ ଅଧିକାରୀ ବିରେନ୍ଦ୍ର କୁମାର ସିଂଙ୍କୁ ଗିରଫ କରିଛି ଲଖନପୁର ପୋଲିସ । ଆଗକୁ ବଡ଼ କାର୍ଯାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
Also Read- Lucky Zodiac Sign: ୨୩ ଜୁଲାଇରେ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳା ଜମି କିଣିଲେ ମିଳିବ ରିହାତି !