Home >>Odisha State

Mohan Bhagwat: ୩୦ ରେ ଆସିବେ ଭାଗବତ୍

Mohan Bhagwat: ରାଷ୍ଟ୍ରୀୟ  ସ୍ବୟଂସେବକ ସଂଘ ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡି଼ଶା ଗସ୍ତରେ ଆସି ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ।  

Advertisement
Mohan Bhagwat: ୩୦ ରେ ଆସିବେ ଭାଗବତ୍
Narmada Behera|Updated: Jan 29, 2025, 08:19 AM IST
Share
Mohan Bhagwat: ରାଷ୍ଟ୍ରୀୟ  ସ୍ବୟଂସେବକ ସଂଘ ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡି଼ଶା ଗସ୍ତରେ ଆସି ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ।  ସେହିଦିନ ସଂନ୍ଧ୍ୟା ୬ ଘଟିକା ସମୟରେ  ଜୟଦେବ ଭବନରେ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘ ଚାଳନ ସ୍ବର୍ଗତ ଶିବରାମ୍ ମହାପାତ୍ରଙ୍କ ଉଦ୍ଦେଶ୍ୟରେ  ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ସେ ଭାଗ ନେବେ। ୩୧ ତାରିଖରୁ ଫେବୃଆରୀ  ୩ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନକ ସାଂଗଠନିକ କାର୍ଯ୍ୟର ସମୀକ୍ଷା  ସଂଘର ଶତାଦ୍ଧୀ ବର୍ଷର ଯୋଜନା ବୈଠକରେ ଯୋଗଦାନ କରିବେ। ଏହି ଦିନମାନଙ୍କରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏହି ବୈଠକରେ କେବଳ ସାଂଗଠନିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ।  
Read More
{}{}