J. P. Nadda: ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ସଂନ୍ଧ୍ୟା ୭ଟା ୫୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ପୁରୀ ଯାଇ ସେଠାରେ ରାତ୍ରୀ ଯାପନ କପିବେ। ୨୮ ତାରିଖ ପୂର୍ବାହ୍ନ ୧୦ଟା ରେ ପୁରୀରେ ହେବାକୁ ଥିବା ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ। ଅପରାହ୍ନ ୨ଟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପରେ ଭୁବନେଶ୍ବର ଆସି ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟା ରହିବେ। ସଂନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ALSO READ: Guru Uday 2025: ୧୫ ବର୍ଷ ପରେ ମୀନରେ ବୃହସ୍ପତି ହେବେ ଉଦୟ, ଟଙ୍କା ଗଦିରେ ଶୋଇବେ ଏହି ୫ ରାଶି!
ALSO READ: Weather Update: ବଢିବ ରାତି ତାପମାତ୍ରା, ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ନେଇ ୮ ଜିଲ୍ଲାକୁ ସତର୍କତା ଜାରି