Hindi News >>Home >>Odisha State

Odisha Assembly Budget Session: ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ, ସରଗରମ୍ ରହିବ ଗୃହ

Odisha Assembly Budget Session 3rd Day 2024: ଓଡିଶା ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ।  ଆଜି ଗୃହ ବେଶ୍ ସରଗରମ୍ ରହିବ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା ରହିଛି। ସେହିପରି ଆସନ୍ତାକାଲି ଆନ୍ତରୀଣ ବଜେଟ୍ ଆଗତ ହେବ। ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର ।   

Advertisement
Odisha Assembly Budget Session: ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ, ସରଗରମ୍ ରହିବ ଗୃହ
Zee Odisha Desk|Updated: Feb 07, 2024, 10:05 AM IST
Share

Odisha Assembly Budget Session 3rd Day 2024: ଓଡିଶା ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ।  ଆଜି ଗୃହ ବେଶ୍ ସରଗରମ୍ ରହିବ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ଆଶା ରହିଛି। ସେହିପରି ଆସନ୍ତାକାଲି ଆନ୍ତରୀଣ ବଜେଟ୍ ଆଗତ ହେବ। ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର । ଯାହା ୧ ଲକ୍ଷ ଟଙ୍କା ଟପିପାରେ। ଫୋକସରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସାମିଲ୍ ରହିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମଧୁବାବୁ ପେନସନ୍ ଯୋଜନା  ଓ ମଟ୍ରୋ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇପାରେ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନା ହେବ । ଏପରିକି ଆଜି ଗୃହରେ ବିବୃତ୍ତି ରଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ।

 

Read More
{}{}