Hindi News >>Home >>Odisha State

ଗାଈ ଚିକିତ୍ସା ପାଇଁ ୩୪୨ କୋଟି

Odisha Cabinet: ରାଜ୍ୟ ସରକାର ଗୋ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଗୋ ସମ୍ପଦର ବିକାଶ ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଆଜି କ୍ୟାବିନେଟରେ ପାରିତ ହୋଇଏହାସହଥିବା ଏହି ନିଷ୍ପତ୍ତି ଅନୁସାରେ ଗୋମାତାର ସୁରକ୍ଷା, ବଂଶବୃଦ୍ଧି ଲାଗି  ସରକାର ୩୪୨ କୋଟି ଟଙ୍କା ଖର୍ଚ୍ଚ କରିବେ। 

Advertisement
Odisha cabinet
Odisha cabinet
Jagdish Barik|Updated: Nov 13, 2024, 09:15 PM IST
Share

ଭୁବନେଶ୍ୱର: ରାଜ୍ୟ ସରକାର ଗୋ ପାଳନକୁ ପ୍ରୋତ୍ସାହିତ କରିବା ଏବଂ ଗୋ ସମ୍ପଦର ବିକାଶ ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଆଜି କ୍ୟାବିନେଟରେ ପାରିତ ହୋଇଏହାସହଥିବା ଏହି ନିଷ୍ପତ୍ତି ଅନୁସାରେ ଗୋମାତାର ସୁରକ୍ଷା, ବଂଶବୃଦ୍ଧି ଲାଗି  ସରକାର ୩୪୨ କୋଟି ଟଙ୍କା ଖର୍ଚ୍ଚ କରିବେ।  ଏହାସହ ଆହୁରି ୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। 

ଏହି ପ୍ରସ୍ତାବରେ ପ୍ରମୁଖ ରହିଛି ରାଜ୍ୟର ବିଭିନ୍ନ ମାଛଧରା ବନ୍ଦର ତଥା ଜେଟିର ପୁନରୁଦ୍ଧାର। ଏଲଥିଲାଗି ୬୯୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ତିନି ବର୍ଷ ଭିତର ଏହି କାର୍ଯ୍ୟ ସମାପ୍ତ ହେବାରକୁ ଲକ୍ଷ୍ୟଥିବା ମୁଖ୍ୟ ସଚିବ ଶ୍ରୀ ଆହୂଜା କହିଛନ୍ତି।  ଜଳ ସେଚନର ବିକାଶ ପାଇଁ ମଧ୍ୟ ସରକାର ଏକ ଅଭିନବ କୌଶଳ ଆପଣାଇଛନ୍ତି। 

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୯୪୨ କୋଟି ଟଙ୍କା। ବଜେଟ ଆବଣ୍ଟନ କରାଯାଇଛି।

Read More
{}{}