Home >>Odisha State

Odisha News: କୃତକାର୍ଯ୍ୟ କନେଷ୍ଟବଳଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା, ଦେଲେ ଏପରି ବାର୍ତ୍ତା

Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଲେ ଶୁଭେଚ୍ଛା।  ରାଜ୍ୟ ପ୍ରବରଣ ମଣ୍ଡଳୀ ପକ୍ଷରୁ କନଷ୍ଟେବଳ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ତେଲ୍ ରେ ଲେଖିଛନ୍ତି ଯେ, 'ରାଜ୍ୟ ପ୍ରବରଣ ମଣ୍ଡଳୀ ପକ୍ଷରୁ କନଷ୍ଟେବଲ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି।    

Advertisement
Odisha News: କୃତକାର୍ଯ୍ୟ କନେଷ୍ଟବଳଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା, ଦେଲେ ଏପରି ବାର୍ତ୍ତା
Narmada Behera|Updated: Mar 06, 2025, 12:23 PM IST
Share

Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଲେ ଶୁଭେଚ୍ଛା।  ରାଜ୍ୟ ପ୍ରବରଣ ମଣ୍ଡଳୀ ପକ୍ଷରୁ କନଷ୍ଟେବଳ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ତେଲ୍ ରେ ଲେଖିଛନ୍ତି ଯେ, 'ରାଜ୍ୟ ପ୍ରବରଣ ମଣ୍ଡଳୀ ପକ୍ଷରୁ କନଷ୍ଟେବଲ / ସିପାହୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ୨୦୮୦ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ଅନୁଷ୍ଠିତ ପରୀକ୍ଷାରେ ସମୁଦାୟ ୧୮୫୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କନଷ୍ଟେବଲ / ସିପାହୀ ଭାବେ ଏହି ନିଯୁକ୍ତି ଲୋକଙ୍କୁ ଆହୁରି ଉନ୍ନତ ପୋଲିସ ସେବା ପ୍ରଦାନରେ ସହାୟକ ହେବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।'

 

 

Read More
{}{}