Home >>Odisha State

Deputy CM Pravati Parida: ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା


Deputy CM Pravati Parida: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଜିଠାରୁ ୭ ଦିନିଆ ଲଣ୍ତନ ଗସ୍ତରେ ଯିବେ। ଏନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି।   ୭ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Tourism Odyssey: Strengthening ties with Diaspora and Industry Leaders କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସେ ଲଣ୍ତନ ଗସ୍ତ କରୁଛନ୍ତି।  

Advertisement
Deputy CM Pravati Parida: ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Narmada Behera|Updated: Nov 02, 2024, 08:53 AM IST
Share

Deputy CM Pravati Parida: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଜିଠାରୁ ୭ ଦିନିଆ ଲଣ୍ତନ ଗସ୍ତରେ ଯିବେ। ଏନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି।   ୭ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Tourism Odyssey: Strengthening ties with Diaspora and Industry Leaders କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସେ ଲଣ୍ତନ ଗସ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ସେ ବିଦେଶୀ ମାଟିରେ ଓଡି଼ଶା ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିବେ। ଯାହା ଫଳରେ ଓଡିଶା ପର୍ଯ୍ୟଟନ ବିକାଶ ଆହୁରି ଆଗକୁ ବଢିବା ସହ ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟମାନେ ଆକୃଷ୍ଟ ହେବେ। ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ଘଟିବ।

 

ALSO READ: Career Horoscope: ନଭେମ୍ବର ୨ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ କୃପାରୁ ପାଇବେ ଅପାର ଲାଭ!

ALSO READ: Raod Accident: ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣା ୬ମୃତ

Read More
{}{}