Hindi News >>Home >>Odisha State

Odisha News: ଏଣିକି ରାଜ୍ୟ ଭିତରେ ବି ଉଡିବେ ବାବୁ

ଭୁବନେଶ୍ୱର: ସରକାରୀ କାମରେ ଏଣିକି ସରକାରୀ ବାବୁ ରାଜ୍ୟ ଭିତରେ ବିମାନ ସେବାର ଫାଇଦା ନେଇପାରିବେ। ରାଜ୍ୟ ଭିତରେ ଉଡି ବୁଲିବେ ସରକାରୀ ବାବୁ। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।  ଜାରି କରିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର କହିଛନ୍ତି କି ବର୍ତ୍ତମାନ ସରକାରୀ କାର୍ଯ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ

Advertisement
Odisha News: ଏଣିକି ରାଜ୍ୟ ଭିତରେ ବି ଉଡିବେ ବାବୁ
Prabhudatta Moharana|Updated: Sep 25, 2024, 10:54 AM IST
Share

Odisha News: ଭୁବନେଶ୍ୱର: ସରକାରୀ କାମରେ ଏଣିକି ସରକାରୀ ବାବୁ ରାଜ୍ୟ ଭିତରେ ବିମାନ ସେବାର ଫାଇଦା ନେଇପାରିବେ। ରାଜ୍ୟ ଭିତରେ ଉଡି ବୁଲିବେ ସରକାରୀ ବାବୁ। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। 

ଜାରି କରିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର କହିଛନ୍ତି କି ବର୍ତ୍ତମାନ ସରକାରୀ କାର୍ଯ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରେଳ ଓ ସଡ଼କ ପଥକୁ ବ୍ୟବହାର କରିବା ପାଇଁ ଅନୁମତି ରହିଥିଲା। ଏହି ଯାତାୟତର ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଏଣିକି ରାଜ୍ୟ ମଧ୍ୟରେ ସରକାରୀ ଅଧିକାରୀମାନେ ବିମାନସେବାକୁ ବ୍ୟବହାର କରିପାରିବେ ବୋଲି ରାଜ୍ୟ ସରକାର ବିଜ୍ଞପ୍ତି ସୂଚନା ପ୍ରଦାନ କରାଯାଇଛି। 

ତେବେ ବର୍ତ୍ତମାନ ଗୃପ-ଏ ବର୍ଗର ଅଧିକାରୀମାନେ ଏହି ସେବା ପାଇପାରିବେ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। 

Read More
{}{}