Home >>Odisha State

Odisha News: ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ , ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟକ୍ରମ?


Odisha News: ଆଜିଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାରେ ନୂଆ ବିଧାୟକଙ୍କ ତାଲିମ ଶିବିର। ଦୁଇଦିନିଆ ଏହି ତାଲିମ ଶିବିରରେ ବିଧାନସଭାର କାର୍ଯ୍ୟବିଧି, ବ୍ୟବହାର, ଟେକ୍ନୋଲୋଜି, ପରମ୍ପରାକୁ କିପରି ରକ୍ଷା କରାଯାଇପାରିବ ସେ ନେଇ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଉଦ୍‍ଘାଟନ କରିବେ।

Advertisement
Odisha News: ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ , ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟକ୍ରମ?
Narmada Behera|Updated: Aug 17, 2024, 10:53 AM IST
Share

Odisha News: ଆଜିଠାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାରେ ନୂଆ ବିଧାୟକଙ୍କ ତାଲିମ ଶିବିର। ଦୁଇଦିନିଆ ଏହି ତାଲିମ ଶିବିରରେ ବିଧାନସଭାର କାର୍ଯ୍ୟବିଧି, ବ୍ୟବହାର, ଟେକ୍ନୋଲୋଜି, ପରମ୍ପରାକୁ କିପରି ରକ୍ଷା କରାଯାଇପାରିବ ସେ ନେଇ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଉଦ୍‍ଘାଟନ କରିବେ। ଏନେଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟା ଲଘୁ ମନ୍ତ୍ରୀ କିରନ ରିଜିଜୁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ବିଧାନସଭାରେ ନୂଆ ବିଧାୟକମାନଙ୍କ ଓରିଏଣ୍ଟେସେନ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ନୂଆ ବିଧାୟକମାନଙ୍କୁ ନିଜ ଅନୁଭୂତି ବାଣ୍ଟିବେ କେନ୍ଦ୍ରମନ୍ତ୍ରୀ। ଏହାପରେ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି। 

ALSO READ: Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

ALSO READ: Surya Budh Yuti 2024: ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସହ...

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଆଜିଠାରୁ ରାଜ୍ୟ ବିଧାନସଭାରେ ନୂଆ ବିଧାୟକଙ୍କ ତାଲିମ ଶିବିର ଆରମ୍ଭ ହେବ । ବିଧାନସଭାରେ ନୂଆ ବିଧାୟକ ପ୍ରଶିକ୍ଷଣ ନେବେ। ଦୁଇ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ତେବେ ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି।

Read More
{}{}