Hindi News >>Home >>Odisha State

Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Cabinet Meeting: ଆଜି ସାଧାରଣ ନିର୍ବାଚନ ସହ ବିଧାନସଭା  ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯିବାର  ସମ୍ଭାବନା ରହିଛି। 

Advertisement
ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ
Zee Odisha Desk|Updated: Mar 16, 2024, 06:39 AM IST
Share

Cabinet Meeting: ଆଜି  ସାଧାରଣ ନିର୍ବାଚନ ସହ ବିଧାନସଭା  ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯିବାର  ସମ୍ଭାବନା ରହିଛି। ଯେହେତୁ ନିର୍ବାଚନ  ଆଗକୁ ରହିଛି। ନବୀନଙ୍କ ପଞ୍ଚମ ପାଳିର ଏହି ଶେଷ କ୍ୟାବିନେଟ୍ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଭାଗର ପ୍ରାୟ ୨୦ରୁ ଅଧିକ ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି। 

ALSO READ: Mangal Gochar 2024: କୁମ୍ଭ ରାଶିରେ ମଙ୍ଗଳ ଗୋଚର; ଏହି ୫ ରାଶିର ଲୋକଙ୍କ ଚମକିବ ଭାଗ୍ୟ

ALSO READ: Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ..

ALSO READ: Weather Report: ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ...

Read More
{}{}