Hindi News >>Home >>Odisha State

ପୁଣି ମଧ୍ୟାହ୍ନ ଦର ବଢ଼ାଇଲେ ସରକାର

Mid day meal: ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ଟଙ୍କା ୯୪ ପଇସା। ପ୍ରଥମରୁ ଏହା ୮ଟଙ୍କା ୮୨ ପଇସା ରହିଥିଲା। ଡିସେମ୍ବର ୧ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କିଛି ଦିନ ପୂର୍ବେ ସରକାର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର। ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି। 

Advertisement
ପୁଣି ମଧ୍ୟାହ୍ନ ଦର ବଢ଼ାଇଲେ ସରକାର
Zee Odisha Desk|Updated: Nov 30, 2024, 02:40 PM IST
Share

ଭୁବନେଶ୍ଵର: ପୁଣି ବଢ଼ିଲା ବିଦ୍ୟାଳୟ ମିଡ୍ ଡେ ମିଲ୍ ବା ମଧ୍ୟାହ୍ନ ଭୋଜନ ଦର। ଦର ବଢ଼ାଇଲେ ରାଜ୍ୟ ସରକାର। ବିଦ୍ୟାଳୟର ପ୍ରାଥମିକ ପିଲାଙ୍କ ପାଇଁ ୭ଟଙ୍କା ୬୪ପଇସା ଖର୍ଚ୍ଚ ହେବ। ଏହା ପୂର୍ବରୁ ୫ଟଙ୍କା ୯୦ ପଇସା ଥିଲା। 

ଅନ୍ୟପଟେ ଏହି ମୂଲ୍ୟରେ ପାଖାପାଖି ୨ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ଟଙ୍କା ୯୪ ପଇସା। ପ୍ରଥମରୁ ଏହା ୮ଟଙ୍କା ୮୨ ପଇସା ରହିଥିଲା। ଡିସେମ୍ବର ୧ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କିଛି ଦିନ ପୂର୍ବେ ସରକାର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର। ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି।

Read More
{}{}