Hindi News >>Home >>Odisha State

Odisha Crime News: ଲାଞ୍ଚ ନେବା ଅଭିଯୋଗରେ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ: ଘରୋଇ ହସପିଟାଲ ଆସୋସିଏସନରେ ପଞ୍ଜିକୃତ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅବସରପ୍ରାପ୍ତ ସେକ୍ସନ ଅଫିସର ରେଣୁକା ଦେବୀ। ରେଣୁକା ଦେବୀ ବୋର୍ଡ ଅଫ ରେଭନ୍ୟୁ ବିଭାଗରୁ ଅବସର ଗ୍ରହଣ କରିସାରିଛନ୍ତି। ତେବେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ

Advertisement
Odisha Crime News: ଲାଞ୍ଚ ନେବା ଅଭିଯୋଗରେ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
Zee Odisha Desk|Updated: May 17, 2024, 03:18 PM IST
Share

Odisha Crime News: କଟକ: ଘରୋଇ ହସପିଟାଲ ଆସୋସିଏସନରେ ପଞ୍ଜିକୃତ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅବସରପ୍ରାପ୍ତ ସେକ୍ସନ ଅଫିସର ରେଣୁକା ଦେବୀ। ରେଣୁକା ଦେବୀ ବୋର୍ଡ ଅଫ ରେଭନ୍ୟୁ ବିଭାଗରୁ ଅବସର ଗ୍ରହଣ କରିସାରିଛନ୍ତି। ତେବେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ସହି ତାଙ୍କୁ ସ୍ପେଶାଲ ଜଜ, ଭିଜିଲାନ୍ସଙ୍କ ନିକଟରେ ହାଜର କରାଯାଇଥିଲା। 

ପ୍ରାଥମିକ ଦଣ୍ଡ ବିଧାନ ଅନୁସାରେ ରେଣୁକାଙ୍କର ପେନସନ ଓ ଗ୍ରାଚ୍ୟୁଇଟିକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ମାମଲାର ଶୁଣାଣୀ କରି ସ୍ପେଶାଲ କୋର୍ଟ ଜଜ ରେଣୁକାଙ୍କୁ ଦୁଇ ବର୍ଷ ଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

Read More
{}{}