Home >>Odisha State

OSSC Recruitment 2024: ଫେବ୍ରୁଆରୀରେ ଓଏସଏସସିର ୫ ନିଯୁକ୍ତି ପରୀକ୍ଷା, ଦେଖନ୍ତୁ ପୂରା ତାଲିକା

Odisha News: ଓଡି଼ଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) (Odisha Staff Selection Commission) ପକ୍ଷରୁ ତଳିତ ମାସରେ (February 2024) ୫ଟି ନିଯୁକ୍ତି ପରୀକ୍ଷା (Exam) କରାଯିବ। ପଢନ୍ତୁ ପୂରା ରିପୋର୍ଟ...

Advertisement
OSSC Recruitment 2024: ଫେବ୍ରୁଆରୀରେ ଓଏସଏସସିର ୫ ନିଯୁକ୍ତି ପରୀକ୍ଷା, ଦେଖନ୍ତୁ ପୂରା ତାଲିକା
Zee Odisha Desk|Updated: Feb 03, 2024, 09:12 AM IST
Share

Odisha News: ଓଡି଼ଶା କର୍ମଚାରୀ ଚୟନ  ଆୟୋଗ (ଓଏସଏସସି) (Odisha Staff Selection Commission) ପକ୍ଷରୁ ତଳିତ ମାସରେ (February 2024) ୫ଟି  ନିଯୁକ୍ତି ପରୀକ୍ଷା (Exam) କରାଯିବ। ଆସନ୍ତା ୪ ତାରିଖରେ କନିଷ୍ଠ ଷ୍ଟେନୋଗ୍ରାଫର , କନିଷ୍ଠ ଗ୍ରେଡ୍ ଟାଇପିଷ୍ଟ, କନିଷ୍ଠ  ଟାଇପିଷ୍ଟ, କନିଷ୍ଠ କିରାଣୀ, ଟାଇପିଷ୍ଟ କମ୍  କପିଷ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟ୍-୨୦୨୩ର ପ୍ରିଲିମ୍ ପରୀକ୍ଷା କରାଯିବ। ୧୩ରେ ଆକାଉଣ୍ଟ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଚ ଫୋଡ୍କର ଡେଭଲପମେଣ୍ଟ ଅଫିସର ଏବଂ ସିନିୟର ଲାବୋରୋଟେରୀ ସହଯୋଗୀ ପରୀକ୍ଷା ପାଇଁ ମେନ୍ ପରୀକ୍ଷା  କରାଯିବ। 

ALSO READ :  IAS Marriage: ହାତକୁ ଦି ହାତ ହେଲେ IAS ଅଫିସର୍ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

ALSO READ : Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ସେହିପରି, ୧୫ ତାରିଖରେ ମାର୍କେଟ୍ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ମେନ୍ ପରୀକ୍ଷା କରାଯିବ। ୨୩ରେ  ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରୀ ପଦବୀ ପାଇଁ ମେନ୍ ପରୀକ୍ଷା କରାଯିବ। ଫେବୃଆରୀ ଶେଷ ସପ୍ତାହରେ ଭାଇଟାଲ୍ ଷ୍ଟାଟିଷ୍ଟିକ୍ ଆସିଷ୍ଟାଣ୍ତ ପାଇଁ ପ୍ରିଲିମିନାରୀ ପରୀକ୍ଷା କରାଯିବ।  ଫାର୍ମାସିଷ୍ଟ ୨୦୨୩ ପରୀକ୍ଷାର ସାର୍ଟିପିକେଟ୍ ଯାଂଚ ଫେବୃଆରୀ ଦ୍ବିତୀୟ ସସ୍ତାହରେ ହେବା ସହ ସିଜିଏଲଆରଇ- ୨୦୨୨ ସାର୍ଟିପିକେଟ୍  ଯାଂଚ କରାଯିବ। 

 

Read More
{}{}