Home >>Odisha State

ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

RBI governor: ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଖବର ରହିଛି। ତେବେ ସେ ଏବେ ସୁସ୍ଥ ଥିବା ଆରବିଆଇର ସ୍ପୋକ୍ସପର୍ସନ ସୂଚନା ଦେଇଛନ୍ତି। 

Advertisement
ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
Zee Odisha Desk|Updated: Nov 26, 2024, 09:56 AM IST
Share

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶଶିକାନ୍ତ ଦାସ ଅସୁସ୍ଥ ଥିବା ଖବର ମିଳିଛି। ଶ୍ରୀ ଦାସଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଖବର ରହିଛି। ତେବେ ସେ ଏବେ ସୁସ୍ଥ ଥିବା ଆରବିଆଇର ସ୍ପୋକ୍ସପର୍ସନ ସୂଚନା ଦେଇଛନ୍ତି। 

Read More
{}{}