Hindi News >>Home >>Odisha State

Thunderstorm: ପ୍ରଦୂଷଣପ୍ରବଣ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ଅଧିକ, କାହିଁକି ପଢନ୍ତୁ

Thunderstorm: ଦେଶରେ ପ୍ରଦୂଷଣ କଥା ଆସିଲେ ପ୍ରଥମେ ଦିଲ୍ଲୀ ସହରର କଥା ମନକୁ ସମସ୍ତଙ୍କର ଆସିଥାଏ। ଆପଣଙ୍କ ସହରରେ ବଜ୍ରପାତ ସ୍ଥିତି ଭୟଙ୍କର?  ଅଧିକ ବିଜୁଳି ମାରୁଛି। ତେବେ, ଆପଣଙ୍କ ସହରରେ ଅଧିକ ବାୟୁ ପ୍ରଦୂଷିତ । 

Advertisement
Thunderstorm: ପ୍ରଦୂଷଣପ୍ରବଣ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ଅଧିକ, କାହିଁକି ପଢନ୍ତୁ
Narmada Behera|Updated: Sep 10, 2024, 12:36 PM IST
Share
Thunderstorm: ଦେଶରେ ପ୍ରଦୂଷଣ କଥା ଆସିଲେ ପ୍ରଥମେ ଦିଲ୍ଲୀ ସହରର କଥା ମନକୁ ସମସ୍ତଙ୍କର ଆସିଥାଏ। ଆପଣଙ୍କ ସହରରେ ବଜ୍ରପାତ ସ୍ଥିତି ଭୟଙ୍କର?  ଅଧିକ ବିଜୁଳି ମାରୁଛି। ତେବେ, ଆପଣଙ୍କ ସହରରେ ଅଧିକ ବାୟୁ ପ୍ରଦୂଷିତ । ଏହାର ଅର୍ଥ ଯେତେ ଅଧିକ ବାୟୁ ପ୍ରଦୂଷଣ, ବିଜୁଳି-ଘଡଘଡି  ପଡିବା ଆଶଙ୍କା ସେତେ ଅଧିକ।  ଆମେରିକାରେ ହୋଇଥିବା  ଏକ ସଦ୍ୟ ଅଧ୍ୟୟନ ଏହା ସ୍ପଷ୍ଟ କରିଛି।  ଭର୍ଜିନିଆର ଜେମ୍ସ ମେଡିସିନ୍ ବିଶ୍ବ ବିଦ୍ୟାଳୟର ବୈଜ୍ଞାନିକମାନେ ଓ୍ବାଶିଂଟନ ଡିସି ଓ କନସାସ୍ ସହରର ୧୨ ବର୍ଷର ବଜ୍ରପାତର  ଅଧ୍ୟୟନ  କରିଥିଲା। 
 
ଏହି ୧୨ ସହରରେ ଏଠାରେ୫ ଲକ୍ଷରୁ ଅଧିକ ବଜ୍ରପାତ ହୋଇଛି। ସେଥି ମଧ୍ୟରୁ ଅଧିକ ବଜ୍ରପାତ ଧନଜୀବନ ନଷ୍ଟ କରିଛି।  ଏହାର କାରଣ ଏରୋସୋଲ୍। ଅର୍ଥାତ୍ ଅତି ସୂକ୍ଷ୍ମ କଣିକା , ଯାହା ବାୟୁ ପ୍ରଦୂଷଣ ଯୋଗୁଁ ବୃଦ୍ଧି ପାଏ।  ଏରୋସୋଲ୍ ଓ ବଜ୍ରପାତ  ମଧ୍ୟରେ ସମ୍ପର୍କ ଉପରେ ପୂର୍ବରୁ ଅଧ୍ୟୟନ ହୋଇଛି। କିନ୍ତୁ ଏଥରର ସବିଶେଷ ରିପୋର୍ଟ ପ୍ରସ୍ତୁ କରାଯାଇଛି। ତାହା ପୁଣି ୧୨ ବର୍ଷର ଜଳବାୟୁ ଓ ବାୟୁ ପ୍ରଦୂଷଣକୁ ନେଇ । ସେତିକି ନୁହେଁ,  ଅଧିକ ବିଜୁଳି ଓ ଘଡଘଡ଼ି ଉତ୍ପନ କରୁଥିବା ଏବଂ ବଜ୍ରପାତରେ ସାହାର୍ଯ୍ୟ କରୁଥିବା ଅନ୍ୟ କାରକ ଗୁଡିକ ମଧ୍ୟ ଅଧ୍ୟୟନ କରାଯାଇଛି। 
Read More
{}{}