Odisha BJD: ଭରତପୁର ଥାନାରେ ସେଦିନ କଣ ଘଟିଥିଲା, କେମିତି ଘଟିଥିଲା ତାର ଡେମୋ ଦେଖାଇଛନ୍ତି ନିଲମ୍ବିତ ପୋଲିସ କର୍ମଚାରୀ । ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ଅନ୍ୟ ୪ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏପଟେ ନିଲମ୍ବିତ ପୋଲିସଙ୍କ ପାଇଁ ଆଗକୁ ବାହାରିଛି ପୋଲିସ ସଂଘ ।