Home >>Odisha Trending

IAS Officer Bishnupada Sethi: ଅଇଏଏସ ବିଷ୍ଣୁପଦଙ୍କୁ ସିବିଆଇ ସମନ

 
IAS Officer Bishnupada Sethi: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ମିଳିଛି । ଭୁବନେଶ୍ବରର ଏକ ହୋଟେଲ ସାମ୍ନାରୁ ଏକ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନ ମିଳିଛି।
 
 
 
 
 

Advertisement
IAS Officer Bishnupada Sethi: ଅଇଏଏସ ବିଷ୍ଣୁପଦଙ୍କୁ ସିବିଆଇ ସମନ
Narmada Behera|Updated: Dec 14, 2024, 12:05 PM IST
Share
 
IAS Officer Bishnupada Sethi: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ମିଳିଛି । ଭୁବନେଶ୍ବରର ଏକ ହୋଟେଲ ସାମ୍ନାରୁ ଏକ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନ ମିଳିଛି।
 
 
ବିଷ୍ଣୁପଦ ଏବେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ  ଏବଂ ଓଡିଆ ଭାଷା ସାହିତ୍ୟ ବିଭାଗର କମିଶନର ସଚିବ ଅଛନ୍ତି।  ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ତାଙ୍କୁ ଜେର ପାଇଁ ହଜାର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେ ହଜାର ହୋଇ ନଥିଲେ । ଆଜି ମଧ୍ୟାହ୍ନ ସମୟରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିପାରନ୍ତି । ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା  । ବିଷ୍ଣୁପଦ ପୂର୍ବରୁ ମଧ୍ୟ ଓମଫେଡ଼ ଜାରି ଦୁର୍ନୀତିର ସାମିଲ ଥିବା ନେଇ ଅଭିଯୋଗ ରହିଥିଲା ପରେ ସେ ଏହି ମାମଲାରେ କ୍ଲିନ ଚିଟ  ପାଇଥିଲେ। ଶ୍ରୀ ସେଠୀଙ୍କ ସମେତ ତାଙ୍କ ଡ୍ରାଇଭର ମାନଙ୍କୁ ମଧ୍ୟ ହାଜିରା ନୋଟିସ ଦିଆଯାଇଛି। ଏମାନଙ୍କ ମାଧ୍ୟମରେ ସେ ବଡ଼ବଡ଼ ଠିକାଦାରୀ ଡିଲ କରୁଥିବା  ସନ୍ଦେହ କରାଯାଉଛି। 
 
 
 
 
Read More
{}{}