Hindi News >>Home >>Odisha Trending

Election Results: କିଏ ମାରିବ ବାଜି, କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ଦୁଇ ରାଜ୍ୟର ଫଳ, ଗଣତି ଜାରି

ଆଜି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ଗଣତି ଜାରି ରହିଛି। ଏହା ସହ ପଞ୍ଜାବ କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ୪୮ ବିଧାନସସଭା ଏବଂ ୨ଟି ଲୋକସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ପାଇବ। ସକାଳ ୮ଟାରୁ ପୋଷ୍ଟାଲ ବ୍ୟାଲଟ ଖୋଲାଯାଇ ଗଣତି ଜାରି ରହିଛି।

Advertisement
Election Results: କିଏ ମାରିବ ବାଜି, କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ଦୁଇ ରାଜ୍ୟର ଫଳ, ଗଣତି ଜାରି
Prabhudatta Moharana|Updated: Nov 23, 2024, 03:48 PM IST
Share
LIVE Blog

Mahrastra and Jharkhand Election Results: ଆଜି ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ଗଣତି ଜାରି ରହିଛି। ଏହା ସହ ପଞ୍ଜାବ କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର ୪୮ ବିଧାନସସଭା ଏବଂ ୨ଟି ଲୋକସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଫଳାଫଳ ଘୋଷଣା ପାଇବ। ସକାଳ ୮ଟାରୁ ପୋଷ୍ଟାଲ ବ୍ୟାଲଟ ଖୋଲାଯାଇ ଗଣତି ଜାରି ରହିଛି। ବାଲାଟ ପରେ ଆରମ୍ଭ ହେବ ଇଭିଏମ୍‍ ଗଣତି। ଏହାପରଠାରୁ ଆରମ୍ଭ ହୋଇଯିବ ଅନୁମାନ ଓ ଆକଳନ। ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଧାରା ଜଣାପଡ଼ିଯିବ ବୋଲି ଆଶା କରାଯାଉଛି। 

Read More
{}{}