Hindi News >>Home >>Odisha Trending

Modi Cabinet 3.O: ବିଜେପିରୁ ୩୨, ଟିଡିପି-ଜେଡିୟୁରୁ ୨ଟି ଲେଖାଁଏ; ଦେଖନ୍ତୁ ସନ୍ଧ୍ୟାରେ ଶପଥ ନେବାକୁ ଥିବା ସାମ୍ଭାବ୍ୟ ମନ୍ତ୍ରୀ ତାଲିକା

Modi cabinet Full List: ଓଡ଼ିଶାରେ କଥା କହିଲେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱନି ବୈଷ୍ଣବ ଏହି ସାମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି। ଏଠାରେ ଦେଖନ୍ତୁ ପୂରା ତାଲିକା।   

Advertisement
Narendra Modi cabinet Full List
Narendra Modi cabinet Full List
Jagdish Barik|Updated: Jun 09, 2024, 02:49 PM IST
Share

Narendra Modi cabinet Full List: ଆଜି ସନ୍ଧ୍ୟାରେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ତାଙ୍କ ବାସଭବନରେ ତାଙ୍କ କ୍ୟାବିନେଟରେ ଯୋଗଦେବା ପାଇଁ ସମସ୍ତ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଚା' ଉପରେ ଚର୍ଚ୍ଚା କରିଥିଲେ। ଅଦ୍ୟାବଧି ପିଏମ ମୋଦୀ ପ୍ରତ୍ୟେକ ଶପଥ ଗ୍ରହଣ ପୂର୍ବରୁ ଏହି ବୌଠକ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆସୁଥିବା ସୂଚନା ଅନୁଯାୟୀ, ମୋଟ ୪୩ ନେତା ରାଷ୍ଟାପତି ଭବନରୁ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବାକୁ କଲ ପାଇଛନ୍ତି। ଏହି ନେତାମାନେ ମୋଦୀ ସରକାର ୨.୦ ରେ ଅନ୍ତର୍ଭୁକ୍ତ ଥିଲେ ଓ ଅଧିକାଂଶ ମନ୍ତ୍ରୀଙ୍କ ନାମ ନୂତନ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ଅଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡା ମଧ୍ୟ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ଯଦି ଏହା ଘଟେ ତେବେ ସମୁଦାୟ ସଂଖ୍ୟା ୪୩ ହେବ। କେବଳ ବିଜେପି ମନ୍ତ୍ରୀଙ୍କ ସଂଖ୍ୟା ୩୩ ହେବ।

ବିହାରରୁ ଲଲନ ସିଂ ଏବଂ ରାମନାଥ ଠାକୁରଙ୍କୁ ଜେଡିୟୁ ଆକାଉଣ୍ଟରୁ ମନ୍ତ୍ରୀ କରାଯିବ। ଏମାନଙ୍କ ବ୍ୟତୀତ ଗିରିରାଜ ସିଂ ଏବଂ ନିତ୍ୟାନନ୍ଦ ରାୟଙ୍କ ନାମ ବିଜେପିରୁ ଅନ୍ତର୍ଭୁକ୍ତ। ଉଭୟ ପୂର୍ବରୁ ମଧ୍ୟ ମନ୍ତ୍ରୀ ରହିଛନ୍ତି। LJP ରୁ ଚିରାଗ ପାସୱାନ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (HAM) ର ଜିତନ ରାମ ମଞ୍ଜୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।

Narendra Modi cabinet Full List
1. ଅମିତ ଶାହା
2. ମାନସୁଖ ମାଣ୍ଡଭିଆ
3. ଅଶ୍ୱିନୀ ବୈଷ୍ଣବ 
4. ନିର୍ମଳା ସୀତାରମଣ
5. ପୀୟୁଷ ଗୋୟଲ 
6. ଜିତେନ୍ଦ୍ର ସିଂ
7. ଶିବରାଜ ସିଂ ଚୌହା
8. ହାର୍ଦ୍ଦିକ ସିଂ ପୁରୀ 
9. ଏଚଡିକେ
10. ଚିରାଗ ପାସୱାନ୍ 
11. ନିତିନ ଗଡକରୀ 
12. ରଜନନାଥ ସିଂ
13. ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ 
14. କିରଣ ରିଜିଜୁ 
15. ଗିରିରାଜ ସିଂ
16. ଜୟନ୍ତ ଚୌଧୁରୀ 
17. ଅନ୍ନାମଲାଇ 
18. ଏମ.ଏଲ.କଟ୍ଟର
19. ସୁରେଶ ଗୋପୀ 
20. ଜିତନ୍ ରାମ ମଞ୍ଜୀ 
21. ରାମନାଥ ଠାକୁର 
22. ଜି କିଶାନ୍ ରେଡ୍ଡୀ 
23. ବନ୍ଦି ସଞ୍ଜୟ
24. ଅର୍ଜୁନ ରାମ ମେଘୱାଲ 
25. ପ୍ରହ୍ଲାଦ ଯୋଶୀ 
26. ଇନ୍ଦ୍ରଶେଖର ଚୌଧୁରୀ
27. ଡ଼ ଚନ୍ଦ୍ର ଶେଖର ପେମାସାନି
28. ରାମ ମୋହନ ନାଇଡୁ କିଞ୍ଜାରାପୁ 
29. ରାବଣୀତ ସିଂ ବିଟୁ 
30. ଜିତିନ ପ୍ରସାଦ
31. ପଙ୍କଜ ଚୌଧୁରୀ 
32. ବିଏଲ ବର୍ମା
33. ଲଲନ୍ ସିଂ
34. ସରବାନନ୍ଦ ସୋନୋୱାଲ୍ 
35. ଅନୁପ୍ରିୟା ପଟେଲ 
36. ପ୍ରତାପ ରାଓ ଯାଦବ 
37. ଅନ୍ନପୂର୍ଣ୍ଣା ଦେବୀ 
38. ରାଧା ଖାଡସେ 
39. ଶୋଭା କରନ୍ଦଲାଜେ 
40. କମଲଜିତ୍ ସେହରାୱତ୍ 
41. ରାଓ ଇନ୍ଦରଜିତ୍ ସିଂ 
42. ରାମ ଦାଶ ଆଠୱାଲେ 
43. ହର୍ଷ ମଲହୋତ୍ରା 

Read More
{}{}