Ration Card E-KYC: ବର୍ତ୍ତମାନ ରେସନ କାର୍ଡ E-KYC କରିବା ପାଇଁ ଆପଣଙ୍କ ଗାଁକୁ ଯିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଏହି କାର୍ଯ୍ୟ କରୁଥିବା ନିକଟସ୍ଥ ସରକାରୀ ଖାଦ୍ୟ ଦୋକାନ ଭିଜିଟ୍ କରିପାରିବେ। E- KYC ସମୟରେ ରାସନ କାର୍ଡର ମୁଖ୍ୟଙ୍କ ମୋବାଇଲ୍ ନମ୍ବର ଓ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ବିଷୟରେ ସୂଚନା ଦେବାକୁ ପଡିବ।