Hindi News >>Home >>Odisha Trending

Sushil Modi Death : ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ଦେହାନ୍ତ

Sushil Modi Death : ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ଦେହାନ୍ତ ହୋଇଯାଇଛି । କର୍କଟ ରୋଗରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Advertisement
Sushil Modi Death : ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ଦେହାନ୍ତ
Soubhagya Ranjan Mishra|Updated: May 13, 2024, 10:52 PM IST
Share

Sushil Modi Death : ବିହାରର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀଙ୍କ ପରଲୋକ ହୋଇଯାଇଛି । ସେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଥିଲେ । ସୋମବାର ରାତିରେ ଦିଲ୍ଲୀରେ ଚିକିତ୍ସାଧିନ ଅବସ୍ଥାରେ ସୁଶୀଲଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।

ସୁଶୀଲଙ୍କ ଦେହାନ୍ତ ଖବର ରାଜନୈତିକ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଅନେକ ବରିଷ୍ଠ ନେତା ସୁଶୀଲଙ୍କ ବିୟୋଗରେ ଶୋକବ୍ୟକ୍ତ କରିଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Also Read- Panchang 14th May 2024: ଶୁଭକାର୍ଯ୍ୟ କରିବା ପୂର୍ବରୁ ଜାଣନ୍ତୁ ପଞ୍ଚାଙ୍ଗ

Read More
{}{}