Videos

Weather Report: ଘନ କୁହୁଡ଼ି କରିବ କଲବଲ, ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Report: ଆହୁରି କଲବଲ କରିବ କୁହୁଡ଼ି। ରାଜ୍ୟରେ କିଛି ଦିନ ହେବ ସିନା ଶୀତର ପ୍ରକୋପ କମି ଯାଇଥିଲା ହେଲେ ଘନ କୁହୁଡ଼ିର ପାର୍ଦୁଭାବ କମିନି। ଏହାସହ ଆସନ୍ତା ୨ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇବ। ଏଣୁ ଘନ କୁହୁଡ଼ି ଆହୁରି ବଢ଼ିବ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More