Videos

Video: ଓଲିଉଡ ଗାୟିକା ଅମ୍ରିତା ନାୟକଙ୍କ ୧୨ ସେକେଣ୍ଡର ଭିଡିଓ ହେଉଛି ଭାଇରାଲ୍

Video: ଓଡ଼ିଆ ସଙ୍ଗୀତ ଜଗତକୁ ଅନେକ ହିଟ୍ ଗୀତ ଉପହାର ଦେଇଥିବା ଗାୟିକା ଅମ୍ରିତା ନାୟକ ସୋସିଆଲ ମିଡିଆରେ ଖୁବ କମ ଆକ୍ଟିଭ୍ ରୁହନ୍ତି । ତେବେ ଅନେକ ଦିନ ପରେ ଅମ୍ରିତାଙ୍କ ଏହି ରିଲ୍ସଟି ସାମ୍ନାକୁ ଆସିଛି ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି । ଅମ୍ରିତାଙ୍କ ପ୍ରଶଂସକମାନେ ଅନେକ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି ।

Video Thumbnail
Share
Advertisement
Read More