Weather Report: ୪ ଜିଲ୍ଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା । ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ଘଣ୍ଟି ବଜାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ତୋଫାନ ସହ ବଜ୍ରପାତ ହେବା ନେଇ ଆଶଙ୍କା । କିଛି ଅଞ୍ଚଳରେ କୁଆ ପଥର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
More Videos
More Videos
More Videos
More Videos
More Videos