Video: ବହୁ ଲୋକପ୍ରିୟ ୟୁଟୁବର ରୂପା-ପିଣ୍ଟୁ ସୋସିଆଲ ମିଡିଆରେ ପରିଚୟ ହାସଲ କରିବା ପରେ ଦୁହେଁ ଏକାଠି ଅନେକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ରୂପାଙ୍କର ଏହି ନୂଆ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଓଲିଉଡର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜୟାଙ୍କ ସହ ରୂପା ନୃତ୍ୟ ପରିବେଷଣ କରୁଛନ୍ତି । କିନ୍ତୁ ଭିଡିଓରେ ରୂପାଙ୍କ ସ୍ୱାମୀ ପିଣ୍ଟୁଙ୍କୁ ଦେଖିବାକୁ ମିଳିନାହିଁ ।
More Videos
More Videos
More Videos
More Videos
More Videos