Odisha Weather Report: ଖରା ବଢାଇ ଲାଣି ଟେନସନ୍ । ଦିନକୁ ଦିନ ଉପରମୁହାଁ ପାରଦ । ମୁଣ୍ଡ ଫଟା ଖରାରେ ହନ୍ତସନ୍ତ ଲୋକେ। ଦିନ ଦୁଇଟା ୩୦ ସୁଦ୍ଧା ଝାରସୁଗଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ୩୯.୮ ଡ଼ିଗ୍ରୀ ସହ ରାଉରକେଲା ଦ୍ବିତୀୟରେ ରହିଛି । ସେହିଭଳି ହୀରାକୁଦ ୩୮.୪ ଡ଼ିଗ୍ରୀ, କେନ୍ଦୁଝର ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୪ ଡ଼ିଗ୍ରୀ ପାରଦ ରେକର୍ଡ କରାଯାଇଛି ।
More Videos
More Videos
More Videos
More Videos
More Videos