Videos

Weather Report: ଗୁରୁଚାପ ବଳୟ ପ୍ରଭାବରେ ପାଗ ରହିବ କୋହଲା, ତିନିଦିନ ପ୍ରବଳ କୁହୁଡ଼ି

ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ଆଜି ସକାଳେ ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରକୁ କମ୍‌ ରହିଥିଲା। ଖୋର୍ଦ୍ଧା, ଭୁବନେଶ୍ବର, ଢେଙ୍କାନାଳ, ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଅନୁଗୁଳ ଓ କଟକରେ ମଧ୍ୟ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା।

Video Thumbnail
Share
Advertisement
Read More