Videos

Weather Report: ସକ୍ରିୟ ରହିଛି କାଳବୈଶାଖୀ ବର୍ଷା, ୨୨ ତାରିଖ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ନାହିଁ

Weather Report: ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ବର୍ଷା । ଏହାର ପ୍ରଭାବରେ ୬ ଜିଲ୍ଲାରେ ବର୍ଷା ଲାଗି ରହିଛି । । ୨୨ ତାରିଖ ପର୍ଯ୍ୟନ୍ତ ପାଗରେ ନାହିଁ ପରିବର୍ତ୍ତନ । ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ୍ ରେଖା ସକ୍ରିୟ ରହିଛି। ଫଳରେ ବର୍ଷା ହେଉଛି । ଆଗାମୀ ତିନିଦିନ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବ। ବିଜୁଳି ଘଡ଼ଘଡ଼ି ସହିତ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର ବହିବାର ସମ୍ଭାବନା ରହିଛି ।

Video Thumbnail
Share
Advertisement
Read More